MCL

ଓଡ଼ିଶାବଡ଼ ଖବରବ୍ୟବସାୟରାଜନୀତି

MCLରେ ଅଣ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ନେଇ ଗୃହରେ ଉଦବେଗ

ନବନୀତା ବ୍ୟୁରୋ। MCL ବିରୁଦ୍ଧରେ ସଂଘାତିକ ଅଭିଯୋଗ। ସ୍ଥାନୀୟ ପିଲାଙ୍କୁ ମିଳୁନି ନିଯୁକ୍ତି, ହେଲେ ଅଣ ଓଡ଼ିଆ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉଛି। ଏନେଇ ବିଧାନସଭାରେ

Read More
ଓଡ଼ିଶାବଡ଼ ଖବରସ୍ପେଶାଲ

୩୦ ଲକ୍ଷ ଓ ପରିବାରର ଜଣଙ୍କୁ ଚାକିରି ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ନବନୀତା,ଭୁବନେଶ୍ୱର: ଶେଷରେ ହଟିଲା ଆନ୍ଦୋଳନ। ଅନୁଗୋଳ ଭରତପୁର mcl କୋଇଲା ଖଣି ଦୁର୍ଘଟଣା ନେଇ ଜାରି ରହିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଅନୁକମ୍ପା ରାଶି ଘୋଷଣା ପରେ

Read More
ଓଡ଼ିଶାବଡ଼ ଖବର

ଖଣି ଶୀଘ୍ର ଚାଲୁକର, ନଚେତ୍ ଭୟାବହ ଆନ୍ଦୋଳନ!

ନବନୀତା, ଭୁବନେଶ୍ୱର: ଦୀର୍ଘ ୧୨ ଦିନ ହେଲା ତାଳଚେର ଖଣି ବନ୍ଦ। ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ଠପ୍। ଅନୁଗୋଳ MCL ଭରତପୁର କୋଇଲା

Read More
ଅପରାଧଓଡ଼ିଶା

ମୃତକଙ୍କ ପରିବାରକୁ ଦିଆଗଲା ୫ ଲକ୍ଷ ଲେଖାଏଁ କ୍ଷତିପୂରଣ

ନବନୀତା, ଭୁବନେଶ୍ୱର: କୋଇଲା ଖଣିରେ ମୃତ କର୍ମଚାରୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ। ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ.ସୁଶାନ୍ତ ସିଂ ମୃତକ କର୍ମଚାରୀଙ୍କ ଗାଁକୁ

Read More
ଓଡ଼ିଶାବଡ଼ ଖବର

ଚାଳଚେର କୋଇଲା ଖଣି ବନ୍ଦ, କୋଇଲା ଉତ୍ତୋଳନ ବନ୍ଦ

ନବନୀତା, ଭୁବନେଶ୍ୱର: ତାଳଚେର ଭତରପୁର କୋଇଲା ଦୁର୍ଘଟଣା ଖଣି ପରିଦର୍ଶନ କଲେ ଏମସିଏଲ ସିଏମଡି ଭୋଳାନାଥ ଶୁକ୍ଲା । ଭରତପୁର ଓ ଜଗନା୍ନଥ ଖଣି କ୍ଷେତ୍ରର କର୍ତ୍ତୃପକ୍ଷଙ୍କ

Read More
ଓଡ଼ିଶାବଡ଼ ଖବର

ଭରତପୁର କୋଇଲା ଖଣିରେ ଅଘଟଣ ଘଟଣା, ଓସିପିଙ୍କୁ ସସପେଣ୍ଡ କଲେ ସିଏମଡି

ନବନୀତା, ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲ ଭରତପୁର ଖୋଲାମୁହଁ କୋଇଲା ଖଣିରେ ମାଟି ଅତଡ଼ା ଖସିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଭରତପୁର ଖୋଲାମୁହଁ ଖଣି ପରିଚାଳକ

Read More
ଅପରାଧଓଡ଼ିଶା

ଏମସିଏଲ୍ କୋଇଲା ଖଣିରେ ମୃତକଙ୍କ ସଂଖା ୩କୁ ବୃଦ୍ଧି

ନବନୀତା, ଭୁବନେଶ୍ୱର: ନିଖୋଜ ଆଉ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଏଥିସହ ମୃତକଙ୍କ ସଂଖ୍ୟା ୩ରେ ପହଂଚିଲା । ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲ ଭରତପୁର

Read More