ପବିତ୍ର ଦଶହରା ତଥା ନବନୀତା’ର ଜନ୍ମ ବାର୍ଷିକୀ ଅବସରରେ ଏକ ସ୍ଵତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ l ଏଥିରେ ଗଳ୍ପ, ପ୍ରବନ୍ଧ, ମିନି ଫିଚର, କବିତା ଆଦି ଲେଖା ସ୍ଥାନୀତ କରାଯିବ l ତେଣୁ ଲେଖକ/ଲେଖିକା ସ୍ବରଚିତ ଲେଖା ପଠାଇବାକୁ ଅନୁରୋଧ। ଏବେ କେବଳ ୱାର୍ଡ କିମ୍ବା ପେଜ ମେକର ( ଆକୃତି)ରେ ଲେଖା ଗ୍ରହଣ କରାଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଲେଖା ପଠାଇବାକୁ ଅନୁରୋଧ। Email:[email protected], WhatsApp: 9337431229 www.thenabaneeta.in Breaking news April 26, 2019 ନବନୀତା