odisha news

ଓଡ଼ିଶାବ୍ୟବସାୟ

ନାଲକୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ

ଭୁବନେଶ୍ୱର: ନାଲକୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ । ରାଷ୍ଟ୍ରାୟତ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କଂପାନୀ ନାଲକୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ମିଳିଛି ।

Read More
ଓଡ଼ିଶାସମ୍ପାଦକୀୟ

ସଂକଟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମିଡ଼ିଆ ଶିଳ୍ପ

ସଂକଟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । କାରଣ ମିଡ଼ିଆ ଶିଳ୍ପର ମାଲିକ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ କୌଣସି ନା କୌଣସି ରାଜନୈତିକ ଦଳରେ ସଂପୃକ୍ତ  ।

Read More
ଓଡ଼ିଶା

ତାଳଚେର ଏମସିଏଲରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ !

ଭୁବନେଶ୍ୱର: ଏମସିଏଲରେ ପୁଣି ଅଘଟଣ । ଅନୁଗୋଳ ଜିଲ୍ଳା ତାଳଚେର ଏମସିଏଲ କୋଇଲା ଖଣିରେ ଗାଡ଼ି ଧକ୍କାରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି ।

Read More