ଭୁବନେଶ୍ୱର: ନାଲକୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ । ରାଷ୍ଟ୍ରାୟତ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କଂପାନୀ ନାଲକୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ମିଳିଛି । ଦେଶର ଅଗ୍ରଣୀ ପୁଂଜିନିବେଶ ପତ୍ରିକା ଦଲାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ୨୦୧୮ ବର୍ଷ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସବୁଠୁ କମ୍ ବ୍ୟୟରେ ବିଶ୍ୱର ବକ୍ସାଇଟ୍ ଓ ଆଲୁମିନିୟମ ଉତ୍ପାଦନକାରୀ ମାନ୍ୟତା ହାସଲ ଦିଗରେ ଅବଦାନ ଲାଗି ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦକୁ ପତ୍ରିକା ପକ୍ଷରୁ ରୋଲ୍ ଅନ୍ ଅନର ପ୍ରଦାନ କରାଯାଇଛି ।..
ନାଲକୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ
