ବଡ଼ ଖବର

ଖେଳଦେଶ ଓ ବିଦେଶବଡ଼ ଖବର

ସୌରଭ ଗାଙ୍ଗୁଲି ନୂଆ ବିସିସିଆଇ ଅଧ୍ୟକ୍ଷ, ଭାରତୀୟ କ୍ରିକେଟ୍ ବୋର୍ଡ ପକ୍ଷରୁ ଘୋଷଣା

ନବନୀତା ବ୍ୟୁରୋ। ଦାଦାଙ୍କୁ ନୂଆ ଦାୟିତ୍ଵ। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୈାରଭ ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ଦାୟିତ୍ଵ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବାର୍ଷିକ

Read More
ଓଡ଼ିଶାବଡ଼ ଖବର

ରାଜ୍ୟ କ୍ୟାବିନେଟ ବୈଠକ: ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବାଜିଲା ମୋହର

ନବନୀତା ବ୍ୟୁରୋ। ୧୦ ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ପୁରୀରେ

Read More
ବଡ଼ ଖବରମିଶନ ବିଜେପୁରରାଜନୀତି

ବିଜେପୁର ଉପନିର୍ବାଚନ ଶେଷ, ଇଭିଏମରେ ସିଲ ହେଲା ୫ ପ୍ରାର୍ଥୀଙ୍କ ଭାଗ୍ୟ

ନବନୀତା ବ୍ୟୁରୋ। ଶାନ୍ତିଶୃଙ୍ଖଳାର ସହ ସରିଲା ବିଜେପୁର ଉପନିର୍ବାଚନ। ସୋମବାର ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Read More
ବଡ଼ ଖବରମିଶନ ବିଜେପୁରରାଜନୀତି

ବିଜେପୁର ଉପନିର୍ବାଚନ: ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଧାରଣ ଜନତା

ନବନୀତା ବ୍ୟୁରୋ। ବିଜେପୁର ମହାମୁକାବିଲା। ନେତାଙ୍କ ଲାଗି ଅଗ୍ନି ପରୀକ୍ଷା। ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ। ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆରମ୍ଭ ହୋଇ ଯାଇଛି

Read More
ଓଡ଼ିଶାବଡ଼ ଖବର

‘ମୋ ସରକାର’ କାର୍ଯ୍ୟକ୍ରମ ଚାର୍ଟର: ମିଳିବ ଭଲ ପ୍ରଦର୍ଶନ ଅଧିକାରୀଙ୍କୁ ୫ ପ୍ରତିଶତ ୱେଟେଜ୍ !

ନବନୀତା ବ୍ୟୁରୋ। ସରକାରୀ ଅଧିକାରୀଙ୍କ ମୁଣ୍ଡରେ ଝୁଲିଲା ୫ଟି ଖଣ୍ଡା। ଲୋକଙ୍କ ନିକଟତର ଓ ଆସ୍ଥାଭାଜନ ହେବା ଲକ୍ଷ୍ୟରେ ‘ମୋ ସରକାର’ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

Read More
ଅନ୍ୟାନ୍ୟବଡ଼ ଖବରମିଶନ ବିଜେପୁରରାଜନୀତି

ବିଜେପୁର ମହାମୁକାବିଲା: ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହାଇଭୋଲଟେଜ୍ ପ୍ରଚାର

ନବନୀତା ବ୍ୟୁରୋ। ଶେଷ ପର୍ଯ୍ୟାୟରେ ବିଜେପୁର ପ୍ରଚାର। ଶନିବାର ବିଜେପୁର ଉପନିର୍ବାଚନ ଲାଗି ପ୍ରଚାରର ଶେଷ ଦିନ। ତେଣୁ କମ୍ ସମୟ ମଧ୍ୟରେ ସମସ୍ତ ଭୋଟରଙ୍କ ପାଖରେ

Read More
ବଡ଼ ଖବରମିଶନ ବିଜେପୁରରାଜନୀତିସ୍ପେଶାଲ

ବିଜେପୁର ସାଧାରଣ ଜନତାଙ୍କୁ କେତେ ପ୍ରଭାବିତ କରି ପାରିବେ ପ୍ରତ୍ୟାଖିତ୍ ନେତା!

ନବନୀତା ବ୍ୟୁରୋ। ଏବେ ମିଶନ ବିଜେପୁର। ଗଡ଼ ବିଜୟ ଲାଗି ତିନି ପ୍ରମୁଖ ଦଳ ପ୍ରଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କିଏ ସଭା ସମିତି କରି ଭୋଟ ଭିକ୍ଷା

Read More
ଓଡ଼ିଶାବଡ଼ ଖବରମିଶନ ବିଜେପୁରରାଜନୀତି

ବିଜେପୁରରେ ନବୀନ ପଚାରିଲେ, ଆପଣମାନେ ଖୁସି ତ, “ମୁଁ ବି ବହୁତ୍ ଖୁସି”

ନବନୀତା ବ୍ୟୁରୋ। ନିର୍ବାଚନୀ ପ୍ରଚାରରେ କମ୍ପୁଛି ବିଜେପୁର। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି। ତେବେ ହାତରେ

Read More
ଓଡ଼ିଶାବଡ଼ ଖବରରାଜନୀତି

ଯାଜପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ଜନ୍ମଦିନ ପାଳନ

ନବନୀତା ବ୍ୟୁରୋ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହ

Read More
ଖେଳଦେଶ ଓ ବିଦେଶବଡ଼ ଖବର

ଆଇପିଏଲ୍ ୨୦୨୦ ଲାଗି କାଉଂଟଡାଉନ୍ ଆରମ୍ଭ, ଏଥର କେଉଁ ସ୍ଥାନରେ ହେବ ନିଲାମୀ ଜାଣନ୍ତୁ ଏହି ଖବରରେ

ନବନୀତା ବ୍ୟୁରୋ । ଆଇପିଏଲ ଲାଗି କାଉଣ୍ଟଡାଉନ୍ ଆରମ୍ଭ । ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲ୍ ୨୦୨୦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆସନ୍ତା ବର୍ଷ

Read More