ବଡ଼ ଖବର

ଅପରାଧଦେଶ ଓ ବିଦେଶବଡ଼ ଖବର

ନାଗପୁରରେ ଯୁବତୀଙ୍କୁ ନିର୍ଭୟା ଭଳି ବର୍ବରତା, ଅଭିଯୁକ୍ତ ଗିରଫ

ନବନୀତା ବ୍ୟୁରୋ। ମହାରାଷ୍ଟ୍ର ନାଗପୁରରେ ଲଜ୍ଜା। ପରାଡି ଥାନା ଅଂଚଳରେ ଜଣେ ଯୁବତୀଙ୍କ ସହ ନିର୍ଭୟା ଭଳି ବର୍ବରତା ହୋଇଛି। ଗୋନ୍ଦିଆ ଜିଲ୍ଲାରୁ ଅଭିଯୁକ୍ତକୁ ପୁଲିସ ଗିରଫ

Read More
ଖେଳଦେଶ ଓ ବିଦେଶବଡ଼ ଖବର

ଦ୍ବିତୀୟ ଟି ୨୦ ମ୍ୟାଚରେ ବି ୭ ୱିକେଟରେ ଜିତିଲା ଭାରତ

ନବନୀତା ବ୍ୟୁରୋ। ଗଣତନ୍ତ୍ର ଦିବସ ଅବସରରେ ଟିମ୍ ଇଣ୍ଡିଆର ବଡ଼ ଜିତ। ଦ୍ବିତୀୟ ଟି ୨୦ ମ୍ୟାଚରେ ବି ନ୍ୟୁଜଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଟିମ୍

Read More
ଓଡ଼ିଶାଦେଶ ଓ ବିଦେଶବଡ଼ ଖବରସାହିତ୍ୟ ଓ ସଂସ୍କୃତି

ପଦ୍ମ ପୁରସ୍କାର ତାଲିକାରେ ୧୧ ଓଡ଼ିଆ

ନବନୀତା ବ୍ୟୁରୋ। ଘୋଷଣା ହେଲା ପଦ୍ମ ପୁରସ୍କାର। ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ (ଶନିବାର) ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ସରକାର। ମୋଟ ୧୪୧ ଜଣଙ୍କ ନା

Read More
ଅପରାଧଦେଶ ଓ ବିଦେଶବଡ଼ ଖବର

ଗଣତନ୍ତ୍ର ଦିବସରେ ଆସାମ ଦିବ୍ରୁଗଡ ଗୁରୁଦ୍ୱାର ନିକଟରେ ବିସ୍ଫୋରଣ

ନବନୀତା ବ୍ୟୁରୋ। ଗଣତନ୍ତ୍ର ଦିବସରେ ଦୋହଳିଲା ଆସାମ। ଦିବ୍ରୁଗଡ ଓ ଚରାଇଦେବ ଜିଲ୍ଲାରେ ଚାରି ଚାରିଟି ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ରବିବାର ସକାଳେ ଏହି ଶକ୍ତିଶାଳୀ ବିସ୍ଫୋରଣ

Read More
ଦେଶ ଓ ବିଦେଶବଡ଼ ଖବର

ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନବନୀତା ବ୍ୟୁରୋ। ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଗଣତନ୍ତ୍ର ଦିବସର

Read More
ଦେଶ ଓ ବିଦେଶବଡ଼ ଖବରରାଜନୀତି

ବୋଲସୋନାରୋଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ବାଗତ, ରାଷ୍ଟ୍ରପତି ଓ ମୋଦୀଙ୍କୁ ଭେଟିଲେ

ନବନୀତା ବ୍ୟୁରୋ। ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତ ଗସ୍ତରେ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି ଜେୟର ମେସିୟସ ବୋଲସୋନାରୋଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ

Read More
ଓଡ଼ିଶାବଡ଼ ଖବର

ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣାଧୀନ ଛାତ ଭୁଷୁଡିଲା, ଜଣେ ମୃତ

ନବନୀତା ବ୍ୟୁରୋ। ଭୁବନେଶ୍ୱର ବିମାନ ବନ୍ଦରରେ ବଡ଼ ଧରଣର ଅଘଟଣ। ବିଳମ୍ବିତ ରାତିରେ ହଠାତ୍ ଭୁଷୁଡି ପଡିଲା ନିର୍ମାଣାଧୀନ ବିଲ୍ଡିଂର ଛାତ। ଟର୍ମିନାଲ-୧ ଓ ଟର୍ମିନାଲ-୨ରେ କାମ

Read More
ଓଡ଼ିଶାବଡ଼ ଖବର

କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ, ୪ ଶ୍ରମିକ ଗୁରୁତର!

ନବନୀତା ବ୍ୟୁରୋ। କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ। ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ପାଚେରୀ କାମ କଲା ବେଳେ ବିଦ୍ୟୁତ୍ କରେଣ୍ଟ ଲାଗିବାରୁ

Read More
ଖେଳଦେଶ ଓ ବିଦେଶବଡ଼ ଖବର

ଶ୍ରେୟସ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ୬ ୱିକେଟରେ ଜିତିଲା ଭାରତ

ନବନୀତା ବ୍ୟୁରୋ। ବିଜୟ ଅଭିଯାନରୁ ଆରମ୍ଭ ହେଲା ୨୦୨୦ ବର୍ଷର ପ୍ରଥମ ବିଦେଶ ଗସ୍ତ ମ୍ୟାଚ୍। ନ୍ୟୁଜଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ। ଭାରତୀୟ

Read More
ଅପରାଧଓଡ଼ିଶାବଡ଼ ଖବର

ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଜେଲ୍‌ରୁ ବାହାରିଲା ପୁଞ୍ଜିଲାଲ୍ ମେହେର

ନବନୀତା ବ୍ୟୁରୋ। ଜେଲରୁ ବାହାରିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ୍ ମେହେର। ମାଙ୍କ ଶୁଦ୍ଧିକ୍ରିୟା ପାଇଁ ବଲାଙ୍ଗିର ଜେଲରୁ ବାହାରିଛନ୍ତି ପୁଞ୍ଜିଲାଲ।

Read More