ପାରାଡାଇଜ୍ ଜ୍ୱେଲର୍ସର ଆକର୍ଷଣୀୟ ଅଫର୍: ହଲ୍ ମାର୍କ ସୁନା ଗଢା ମଜୁରୀ @୫୯୦

ଓଡ଼ିଶାବଡ଼ ଖବରବ୍ୟବସାୟ

ଏନ୍ଏନ୍ ନ୍ୟୁଜ। ବଲାଙ୍ଗିର ପାରାଡାଇଜ୍ ଜ୍ୱେଲର୍ସର ଧମାକେଦାର ଅଫର୍। ଧନତେରସ ଅବସରରେ ଗ୍ରାହକଙ୍କୁ ସ୍ଵତନ୍ତ୍ର ରିହାତି ତଥା ଫ୍ଲାଟ୍ ଅଫର୍ ଦିଆଯାଇଛି। ଏପରିକି ସମସ୍ତ ହଲ୍ ମାର୍କ ସୁନା ଗହଣା ଗ୍ରାମ ପ୍ରତି ଗଢା ମଜୁରୀ ମୂଲ୍ୟ ରହିଛି ୫୯୦ ଟଙ୍କା। ସେହିପରି ଚାନ୍ଦି ଗହଣା ଗଢ଼ା ମଜୁରୀ ଉପରେ ହେବ ୫୦% ଛାଡ଼। ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ରିହାତି ଦିଆଯାଉଛି ଏହି ଧନତେରସ୍ ପର୍ବରେ। ଏହି ଅଫର ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ସୀମିତ ଅଫର୍ ରହିଛି। ଦୀର୍ଘ ୮ ବର୍ଷ ହେଲା ନୂଆ ନୂଆ ଡିଜାଇନ ଓ ଗୁଣବତ୍ତା ଯୋଗୁଁ ସହରର ଏକ ନିର୍ଭରଯୋଗ୍ୟ ଗହଣା ପ୍ରତିଷ୍ଠାନ ଭାବେ ପରିଗଣିତ। ତେବେ ଏହି ଅଫର୍ ସୀମିତ ସମୟ ପାଇଁ ରହିଥିବାରୁ ଫୋନ୍ ମାଧ୍ୟମରେ ମଧ୍ୟ ନିଜ ମନ ପସନ୍ଦର ଗହଣା ବୁକିଂ କରି ପାରିବେ ଗ୍ରାହକ। ଆଉ ଡେରି କାହିଁକି ଆଜି ହିଁ ଗହଣା ଦୋକାନ ପରିଦର୍ଶନ କରି ଆକର୍ଷଣୀୟ ଅଫରର ଫାଇଦା ଉଠାନ୍ତୁ। ଯୋଗାଯୋଗ: ରମାଇ ଟକିଜ ରୋଡ଼ ବଲାଙ୍ଗିର, ମୋ: ୯୪୩୭୫୬୪୪୬୪

Leave a Reply