ବିଶ୍ଵର ସବୁଠାରୁ ଧନୀ ଦେଶ, କେତେ କରୋଡପତି ଅଛନ୍ତି, ଜାଣନ୍ତୁ

ଦେଶ ଓ ବିଦେଶଫିଚର୍ସ୍ପେଶାଲ

ନବନୀତା ବ୍ୟୁରୋ। ଭାରତ ସମେତ ଦୁନିଆସାରା ହଜାର ହଜାର କୋଟି ପତି ଲୋକ ଅଛନ୍ତି। କିଛି ଏମିତି ଧନୀ ଲୋକ ଅଛନ୍ତି ଯାହାଙ୍କ ଆୟର ପରିମାଣ ସହ ଏକ ଛୋଟ ଦେଶର ପୁରା ଖର୍ଚ୍ଚ ସହ ସମାନ। ଏଥିସହ କିଛି ଦେଶ ଅଛି ଯେଉଁଠି କୋଟି ପତିଙ୍କ ସଂଖ୍ୟା ସବୁଠାରୁ ଅଧିକ। ତେବେ ଆପଣ ଜାଣିଛନ୍ତି କି କେଉଁ ଦେଶ ସବୁଠାରୁ ଧନୀ, ଏବଂ ସେଇଠି ସବୁଠାରୁ ଅଧିକ କୋଟି ପତି ଲୋକ ରହନ୍ତି। ଯଦି ଜାଣି ନାହାନ୍ତି ତାହେଲେ ପଢନ୍ତୁ ପୁରା ଖବର।

କୋଟି ପତିଙ୍କୁ ଆଧାର କରି ସବୁଠାରୁ ଧନୀ ଦେଶଗୁଡିକର ଏକ ରିପୋର୍ଟ ଜାରି କରାଯାଇଛି। ରିପୋର୍ଟ ଟି ହେଉଛି ଗ୍ଲୋବାଲ ୱେଲଥ୍ ଡାଟାବୁକ୍ ୨୦୧୯। ଏହି ରିପୋର୍ଟ ଅନୁସାରେ ସର୍ବଶ୍ରେଷ୍ଠ ୧୦ ଦେଶର କୋଟି ପତି ଭାବେ ସବୁଠାରୁ ଧନୀ ବୋଲି କୁହାଯାଉଛି।

ଦେଶର ନାମ: ସ୍ପେନ

ଏହି ଦେଶକୁ ୧୦ମ ରାଙ୍କ ଦିଆ ଯାଇଛି।

ମୋଟ କୋଟି ପତି: ୯,୭୯,୦୦୦

ଦେଶର ନାମ: ଅଷ୍ଟ୍ରେଲିଆ

ଏହି ଦେଶକୁ ୯ମ ରାଙ୍କ ଦିଆ ଯାଇଛି।

ମୋଟ କୋଟି ପତି: ୧୧,୮୦,୦୦୦

ଦେଶର ନାମ: କାନାଡା

ଏହି ଦେଶକୁ ୮ମ ରାଙ୍କ ଦିଆଯାଇଛି।

ମୋଟ କୋଟି ପତି: ୧୩,୨୨,୦୦୦

ଦେଶର ନାମ: ଇଟାଲୀ

ଏହି ଦେଶକୁ ୭ମ ରାଙ୍କ ଦିଆଯାଇଛି।

ମୋଟ କୋଟି ପତି: ୧୪,୯୬,୦୦୦

ଦେଶର ନାମ: ଫ୍ରାନ୍ସ

ଏହି ଦେଶକୁ ୬ଷ୍ଠ ରାଙ୍କ ଦିଆଯାଇଛି।

ମୋଟ କୋଟି ପତି: ୨୦,୭୧,୦୦୦

ଦେଶର ନାମ: ଜର୍ମାନୀ

ଏହି ଦେଶକୁ ୫ମ ରାଙ୍କ ଦିଆଯାଇଛି

ମୋଟ କୋଟି ପତି ୨୧,୮୭,୦୦୦

ଦେଶର ନାମ ଯୁକ୍ତ ରାଷ୍ଟ୍ର

ଏହି ଦେଶକୁ ୪ର୍ଥ ରାଙ୍କ ଦିଆଯାଇଛି।

ମୋଟ କୋଟି ପତି ୨୪,୬୦,୦୦୦

ଦେଶର ନାମ ଜାପାନ

ଏହି ଦେଶକୁ ୩ୟ ରାଙ୍କ ଦିଆଯାଇଛି

ମୋଟ କୋଟି ପତି ୩୦,୨୫,୦୦୦

ଦେଶର ନାମ ଚୀନ

ଏହି ଦେଶକୁ ୨ୟ ରାଙ୍କ ଦିଆଯାଇଛି

ମୋଟ କୋଟି ପତି ୪୪,୪୭,୦୦୦

ଦେଶର ନାମ ଆମେରିକା

ଏହି ଦେଶକୁ ୧ମ ରାଙ୍କ ଦିଆଯାଇଛି।

ମୋଟ କୋଟି ପତି ୧,୮୬,୧୪,୦୦୦

Leave a Reply