ନବନୀତା ବ୍ୟୁରୋ। ସିଙ୍ଗଲ ୱିଣ୍ଡୋ ବୈଠକରେ ୬ ପ୍ରକଳ୍ପକୁ ମଞ୍ଜୁରୀ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ୱିଣ୍ଡୋ ବୈଠକରେ ୬ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରକଳ୍ପରେ ୧ ହଜାର ୭୫୩ କୋଟି ୮୨ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି। ଦେଖନ୍ତୁ ସମ୍ପୂର୍ଣ ତାଲିକା। କେଉଁ କଂପାନୀ କେତେ ପୁଞ୍ଜି ନିବେଶ କରିବ ?

