ଓଏସଆରଟିସିର ମନମାନି, ସଟଡାଉନ୍ ବେଳେ ଗାଡ଼ି ଚଳାଇବାକୁ ନିର୍ଦ୍ଦେଶ ଓଡ଼ିଶାବଡ଼ ଖବର ଏନ୍ଏନ୍ ବ୍ୟୁରୋ। ଓଏସଆରଟିସିର ମନମାନି। ସଟଡାଉନ୍ ବେଳେ ଆଉଟ୍ ସୋର୍ଶିଙ୍ଗ ଏଜେଣ୍ଟଙ୍କୁ ବସ୍ ଚଳାଇବାକୁ ବାଧ୍ୟ କରାଯାଉଛି। ଏନେଇ ସଂଘାତିକ ଅଭିଯୋଗ କରିଛନ୍ତି ଆଉଟ୍ ସୋର୍ଶୀଙ୍ଗ ଏଜେଣ୍ଟ। ଦେଖନ୍ତୁ ପୁରା ଖବର। April 18, 2021 ନବନୀତା