ବ୍ଲୁ ବିକନୀ ପିନ୍ଧା ଅଭିନେତ୍ରୀଙ୍କ ୫ ଫଟୋ ସେୟାର, କିଛି ଘଣ୍ଟାରେ ଲକ୍ଷାଧିକ ଲାଇକ୍

ଜୀବନଶୈଳୀମନୋରଞ୍ଜନସୋସିଆଲ ମେଡିଆ

ନବନୀତା ବ୍ୟୁରୋ। କରୋନା ଭୂତାଣୁ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଫଳରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା ଓ ସେଲେବ୍ରିଟୀ ସମସ୍ତେ ଘର ମଧ୍ୟରେ ଆବଦ୍ଧ ହୋଇ ରହିଛନ୍ତି। ଘରେ ଟିକେ ଫ୍ରୀ ହେବା ମାତ୍ରେ ସେଲେବ୍ରିଟୀ ସୋଶାଲ ମିଡ଼ିଆରେ ସକ୍ରିୟ ହେବା ସହ ନିଜ ପୁରୁଣା ଫଟୋ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ତେଣୁ ସେଲେବ୍ରିଟୀଙ୍କ ପୋଷ୍ଟ ଦେଖି ଜଣା ପଡୁଛି ଯେ,ତାଙ୍କୁ ନିଜର ପୁରୁଣା ସମୟକୁ ମନେ ପକାଇବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଆହୁରି ତାଜା କରୁଛନ୍ତି। ଏହି କ୍ରମରେ ଅଭିନେତ୍ରୀ ମୌନୀ ରାୟ ବିଗତ ଦିନରେ କରିଥିବା ମସ୍ତିକୁ ସୁରୁତା କରୁଛନ୍ତି।

ଅଭିନେତ୍ରୀ ଜଣକ ବିଗତ ଦିନରେ କରିଥିବା ମସ୍ତିକୁ ତାଜା କରିବା ପାଇଁ କିଛି ଫଟୋ ଇନଷ୍ଟାଗ୍ରାମରେ ଛାଡିଛନ୍ତି। ଫଟୋ କିନ୍ତୁ ପୁରୁଣା, ହେଲେ ଫ୍ୟାନ ଏହି ଫଟୋକୁ କାଫି ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ମୌନୀ ରାୟ ବିକନୀ ଫଟୋ ସେୟାର କରି ସେହି ପୁରୁଣା ଦିନକୁ ମନେ ପକାଉଛନ୍ତି। ଏହି ଫଟୋର ବ୍ଲୁ ବିକନୀରେ ମୌନୀ ରାୟ କାଫି ବୋଲ୍ଡ ଓ ଗ୍ଲେମରସ ଲାଗୁଛନ୍ତି। ସେ ଛାଡ଼ିଥିବା ୫ ଫଟୋ ମଧ୍ୟରେ ୩ ଫଟୋ ସେଲ୍ଫି ରହିଛି। ତେବେ ଫଟୋ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଲକ୍ଷାଧିକ ଲୋକ ତାଙ୍କ ଫଟୋକୁ ଲାଇକ କରିଛନ୍ତି। ଏବଂ ଅନେକ ଲୋକ ଏ ଫଟୋ ଉପରେ ପ୍ରତିକ୍ରିୟା ଦେଉଛନ୍ତି।

Leave a Reply