ନବନୀତା ବ୍ୟୁରୋ। ଘୋଷଣା ହେଲା ବିଜେଡ଼ି ଜିଲ୍ଲା ସଭାପତି ତାଲିକା। ୩୩ ସାଂଗଠାନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଭୁବନେଶ୍ୱର ପାଇଁ ଅନନ୍ତ ଜେନା, କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂହଦେଓ, ବଲାଙ୍ଗିର ଟୁକୁନି ସାହୁ, ବରଗଡ଼ ବିଜୟ ରଞ୍ଜନ ସିଂବରିହା, ବୌଦ୍ଧ ମହିଧର ରଣା, ବାଲେଶ୍ବର ରବୀନ୍ଦ୍ର ଜେନା, ଢେଙ୍କାନାଳ ପ୍ରଫୁଲ୍ଲ ମଲ୍ଲିକ, ଝାରସୁଗୁଡା କିଶୋର ମହାନ୍ତି, ପୁରୀ ମହେଶ୍ୱର ମହାନ୍ତିଙ୍କୁ ଜିଲ୍ଲା ସଭାପତି କରାଯାଇଛି। ପଢନ୍ତୁ ସମ୍ପୂର୍ଣ ତାଲିକା।


