ଫିଚର୍ ଓଡ଼ିଆ ପତ୍ରିକା ‘ନବନୀତା’ ପାଇଁ ଲେଖା ଆହ୍ୱାନ

ସାହିତ୍ୟ ଓ ସଂସ୍କୃତି

ସାରସ୍ୱତ ପ୍ରଣାମ,
ଫିଚରଧର୍ମୀ ଓଡ଼ିଆ ପତ୍ରିକା ‘ନବନୀତା’ର ଶାରଦୀୟ ଦୁର୍ଗାପୂଜା ତଥା ୧୦ମ ଜନ୍ମବାର୍ଷିକୀ ସଂଖ୍ୟା ପ୍ରକାଶ ପାଇବ । ଗଳ୍ପ, କବିତା, ଉପନ୍ୟାସ, ଅନୁବାଦ ଗଳ୍ପ ଆଦି ବିଷୟରେ ଏଥିରେ ପ୍ରକାଶ ପାଇବ । ତେଣୁ ସମସ୍ତ ଲେଖକ ଲେଖିକାଙ୍କୁ ଅନୁରୋଧ ଆପଣଙ୍କ ସୁଚିନ୍ତିତ ଲେଖା ଆସନ୍ତା ଅଗଷ୍ଟ ୨୦ ତାରିଖ ପୂର୍ବରୁ ପହଂଚିବା ଆବଶ୍ୟକ ।


୧୬୧୩/୨୪୬/ସି, ୟୁନିଟ-୪                                    ଶାସ୍ତ୍ରୀ ନଗର, ଭୁବନେଶ୍ୱର୧                                          ମୋ:୯୩୩୭୪୩୧୨୨୯    [email protected]

Leave a Reply