ଆଜି କେଉଁ ସ୍ଥାନରେ କେତେ ସମୟ ବିଜୁଳି କାଟ ହେବ ଜାଣନ୍ତୁ ଓଡ଼ିଶାବଡ଼ ଖବର ନବନୀତା ବ୍ୟୁରୋ। ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି କାଟ ଜାରି ରହିଛି। ଆଜି ଭୁବନେଶ୍ୱର ସହର ଓ କଟକ ସହର ସହ ପୁରୀର କେତେ ଅଞ୍ଚଳରେ ଲାଇନ୍ କଟାଯିବ। ରକ୍ଷଣା ବେକ୍ଷଣ ଲାଗି ବିଜୁଳି କଟା ଯାଉଥିବା ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଜାଣନ୍ତୁ ଆଜି କେଉଁ ସ୍ଥାନରେ କେତେ ସମୟ ଧରି ବିଜୁଳି କାଟ ହେବ। December 3, 2019 ନବନୀତା