ନବନୀତା ୱେବ୍ ଚାନେଲ୍ ଓ ପୋର୍ଟାଲ୍ ପାଇଁ ସାମ୍ବାଦିକ ଆବଶ୍ୟକ। ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରତିନିଧି ପାଇଁ ଆହ୍ବାନ କରାଯାଉଛି। ସାମ୍ବାଦିକତା ପାଠ କିମ୍ବା ଗୋଟିଏ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀ ଆବେଦନ କରି ପାରିବେ।
ଲୋକପ୍ରିୟ ପତ୍ରିକା ନବନୀତା ପ୍ରକାଶନର ୧୧ ବର୍ଷ ପରେ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇଛି। ୨୦୧୯ ଏପ୍ରିଲରୁ ୱେବ୍ ପୋର୍ଟାଲ୍ ଅାରମ୍ଭ ହୋଇଥିବା ‘ଦ ନବନୀତା ଡ଼ଟ୍ କମ୍’ ଦୃତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାର ବର୍ଷ ପୂର୍ତ୍ତି ଅବସରରେ ୱେବ୍ ଚାନେଲ୍ ଆରମ୍ଭ କରିବାକୁ ଯାଉଛୁ। ଏଥିପାଇଁ ସବୁ ଜିଲ୍ଲା ଓ ବ୍ଲକ ସ୍ତରରେ ସାମ୍ବାଦିକ ଆବଶ୍ୟକ। ଇଚ୍ଛୁକ ପ୍ରାର୍ଥୀ ଚଳିତ ମାସ ୨୦ ତାରିଖ ମଧ୍ୟରେ ସିଭି ପଠାଇବାକୁ ଅନୁରୋଧ। ପ୍ରାର୍ଥୀ ସାମ୍ବାଦିକତା ପାଠ ପଢିଥିବା ସହ ଅନ୍ୟୁନ ଗୋଟିଏ ବର୍ଷର ଅଭିଜ୍ଞତା ଥିବ। ଶେଷ ତାରିଖ ପରେ ସିଭି ପଠାଇଲେ ବିଚାରକୁ ନିଆ ଯିବ ନାହିଁ।
Email&ContactAddress: [email protected] WhatsAppNo.8984831229 www.thenabaneeta.com
t&c apply
