ଝାଡ଼ଖଣ୍ଡ ନିର୍ବାଚନ ଲାଗି ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଝାଡ଼ଖଣ୍ଡ ନିର୍ବାଚନ ଲାଗି ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୨ ଜନ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅରୁଣ ସିଂ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବର୍ତମାନ ବିଧାୟକ ଥିବା ୩୦ ଜଣଙ୍କୁ ଟିକଟ ଦିଆଯାଇଥିବା ବେଳେ ୧୦ ଜଣ ସିଟିଂ ଏମଏଲଏଙ୍କ ଟିକେଟ କଟିଛି। ଟିକେଟ ପାଇଥିବା ୫୨ ଜଣଙ୍କ ମଧ୍ୟରେ ୫ ମହିଳା ଓ ୧୩ ଜଣ ଯୁବ ବର୍ଗଙ୍କୁ ସାମିଲ କରାଯାଇଛି। ପଢନ୍ତୁ ବିଜେପିର ସମ୍ପୂର୍ଣ ତାଲିକା।