ନବନୀତା ବ୍ୟୁରୋ। ସ୍ବାସ୍ଥ୍ୟ ସେବା ଲାଗି ଡାକ୍ତରଙ୍କୁ ମିଳିବା ପୁରସ୍କାର। ୫ ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଲାଗି ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡାକ୍ତରଙ୍କ ଲାଗି ୧୦ ଲକ୍ଷ ଓ ଅନ୍ୟ କର୍ମଚାରୀଙ୍କ ଲାଗି ରହିଛି ୫ ଲକ୍ଷ ଟଙ୍କା ପୁରସ୍କାର ରାଶି। ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ୫ ଟି ଯୋଜନା। ନିମ୍ନ ଘୋଷଣା ପତ୍ରରେ ସମ୍ପୂର୍ଣ୍ଣ ଭାବେ ଜାଣି ପାରିବେ।


