ସନି ଲିୟୋନୀ ସେୟାର କରିଥିବା ବୋଲ୍ଡ ଫଟୋ ଜୋରସୋର ଭାଇରାଲ୍

ମନୋରଞ୍ଜନ

ନବନୀତା ବ୍ୟୁରୋ। ଫିଲ୍ମ ଅଭିନେତ୍ରୀ ସନି ଲିୟୋନୀ ଲକ୍ ଡାଉନ୍ ସମୟରେ ପ୍ରତିଦିନ ନିଜ ଗ୍ଲେମରସ୍ ଫଟୋ ପୋଷ୍ଟ କରୁଛନ୍ତି। ସନୀ ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ, ଯିଏ କି ପ୍ରଶଂସକଙ୍କ ପାଇଁ ଇନଷ୍ଟାଗ୍ରାମରେ ନିଜ ସୁନ୍ଦର ଫଟୋ ଓ ଭିଡିଓ ସେୟାର କରିବା ସହ ଦୈନନ୍ଦିନ ଗତିବିଧି ସମ୍ପର୍କରେ ସୂଚନା ଦେଇଥାନ୍ତି। କରୋନା ଭୂତାଣୁ ଯୋଗୁଁ ଲକ୍ ଡାଉନ୍ ଜାରି ରହିଥିବାରୁ ଅନେକ କଳାକାର ନିଜ ପୁରୁଣା ଫଟୋକୁ ତାଜା କରିବା ପାଇଁ ଇନଷ୍ଟାଗ୍ରାମରେ ସେୟାର କରୁଥିବା ଦେଖିବାକୁ ମିଳୁଛି।


ଆଜି ସନି ଲିୟୋନି ଆଶ୍ଚର୍ଯ୍ୟ କଳା ଭଳି ଏକ ଫଟୋ ସେୟାର କରିଛନ୍ତି। ଯାହା ସୋଶାଲ ମିଡ଼ିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି। ଫଟୋରେ ସନି ଏକ ମନୋକିନୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିସହ ସେ ଇଅରରିଙ୍ଗ, ବ୍ରାସ୍ଲେଟ୍ ଓ ମୁନିଆ ହିଲସ ପିନ୍ଧିଛନ୍ତି। ସ୍ମୋକି ଆଖି ଓ ଗ୍ଲସି ମେକ୍ ଅଫ୍ କରି ଉତ୍ତେଜିତ ଫଟୋ ଛାଡିଛନ୍ତି। ଏହି ଫଟୋ ସେୟାର କରିବା ସହ ନିଜେ କମେଣ୍ଟ ବି ଦେଇଛନ୍ତି। ସେ ଲେଖିଛନ୍ତି, ରବିବାର। କିଛି ନ କରିବାର ଏକ ଦିନ। ଟିକେ ରୁହ, ଏବେ ତ ପ୍ରତିଦିନ କିଛି ବି ହେଉ ନାହିଁ।

 

View this post on Instagram

 

My Saturday hang !!! 😍 12 days of #Summer 🍀 . . . Shot by @dabbooratnani | @manishadratnani @dabbooratnanistudio

A post shared by Sunny Leone (@sunnyleone) on


ସନୀଙ୍କ ଫଟୋ ଦେଖୁ ଦେଖୁ ପ୍ରଶଂସକ କମେନ୍ଟ ଆରମ୍ଭ କରିବା ସହ ଅନେକ ତାଙ୍କ ଫଟୋକୁ ପସନ୍ଦ କରୁଛନ୍ତି। ବେବି ଡଲ, ମୋତିଚୁର ଚକନାଚୁର ଫିଲ୍ମର ବତିୟାଁ ବୁଝା ଦୋ ଗୀତରେ ନଜରକୁ ଆସିଥିଲେ। ଏହି ଫିଲ୍ମ୍ ଗତ ବର୍ଷ ନଭେମ୍ବର ୧୫ ତାରିଖରେ ରିଲିଜ୍ ହୋଇଥିଲା।

Leave a Reply