ଈଶା ଗୁପ୍ତାଙ୍କ ଏହି ୧୦ଟି ଫଟୋ ଇଣ୍ଟରନେଟରେ ହଂଗାମା କରିଥିଲା

ଦେଶ ଓ ବିଦେଶମନୋରଞ୍ଜନସ୍ପେଶାଲ

ନବନୀତା ବ୍ୟୁରୋ। ବଲିଉଡ୍ ଚର୍ଚ୍ଚିତ ଅଭିନେତ୍ରୀ ଈଶା ଗୁପ୍ତାଙ୍କ ୩୪ ତମ ଜନ୍ମ ଦିନ। ଈଶା ଗୁପ୍ତା ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଯିଏ ନିଜର ସୁନ୍ଦର୍ ଦେହକୁ ଦେଖାଇବା ପାଇଁ ତିଳେ ମାତ୍ର କୁଣ୍ଠାବୋଧ କରନ୍ତି ନାହିଁ। ତେଣୁ ନିଜ ଫ୍ୟାନସ୍ ପାଇଁ ଲଗାତାର ଫଟୋ ସେୟାର କରନ୍ତି। ସୋଶାଲ ମିଡ଼ିଆରେ ସକ୍ରିୟ ଥିବା ଈଶା ଅନେକ ଥର ବୋଲ୍ଡ ଫଟୋ ଅପଲୋଡ଼ କରିଥିଲେ ଯାହା କାଫି ଚର୍ଚ୍ଚାର ବିଷୟ ପାଲଟିଥିଲା।

ସେ କିଛି ଟପଲେସ ଫଟୋ ବି ସୋଶାଲ ମିଡ଼ିଆରେ ସେୟାର କରିଥିଲେ। ଯେଉଁଥି ପାଇଁ ଈଶା ଚର୍ଚ୍ଚାର ଘେରକୁ ଆସିଥିଲେ। ହେଲେ ଏବେ ଈଶା ସିନେମାଠାରୁ ଦୂରେଇ ରହିଥିଲେ ମଧ୍ୟ ସୋଶାଲ ମିଡ଼ିଆରେ ସକ୍ରିୟ ରହିଛନ୍ତି। କୁହା ଯାଉଛି କି ଈଶା ଏଥର ସାଙ୍ଗସାଥୀଙ୍କ ଖୁବ୍ ମଉଜ ମଜଲିସରେ ଜନ୍ମଦିନ ପାଳନ କରି ପାରନ୍ତି।

Photo courtesy@eshagupta Instagram

Leave a Reply