ବଲାଙ୍ଗିରରେ କିଣାରେ ମନମାନି, ମଣ୍ଡି ବନ୍ଦ କଲେ ଚାଷୀ ଓଡ଼ିଶାବଡ଼ ଖବର ବଲାଙ୍ଗିର ଜିଲ୍ଲାରେ ଧାନ କିଣାରେ ମିଲର୍ସ ରାଜ୍ I ମଣ୍ଡିରେ 5 କେଜି କଟନୀ ଛଟନୀକୁ ଚାଷୀ ବିରୋଧ କରିବା ସହ ମଣ୍ଡି ଅଚଳ କରି ଦେଇଛନ୍ତି I ଶୁଣନ୍ତୁ କଣ ପାଇଁ ଚାଷୀ ମଣ୍ଡି ବନ୍ଦ କରିଛନ୍ତି ଓ କଣ ରହିଛି ସେମାନଙ୍କ ଦାବି I December 7, 2022 ନବନୀତା