ବୁଧବାର ଓ ଗୁରୁବାର କେଉଁଠି ହେବ ବିଜୁଳି କାଟ, ପଢନ୍ତୁ ଓଡ଼ିଶାବଡ଼ ଖବରବ୍ୟବସାୟ ନବନୀତା ବ୍ୟୁରୋ। ରାଜ୍ୟର ବିଭିନ୍ନ ଜାଗାରେ ଘନ ଘନ ବିଜୁଳି କାଟ। ପ୍ରତିଦିନ କେଉଁଠି ନା କେଉଁଠି ବିଜୁଳି କାଟ କରୁଛି ସେସୁ। ଏନେଇ ପୂର୍ବରୁ ସୂଚନା ଦେଇ ଲାଇନ୍ କାଟୁଛି ବିଭାଗ। ବୁଧବାର ଓ ଗୁରୁବାର ଭୁବନେଶ୍ୱର, କଟକ ଓ ପୁରୀର ବିଭିନ୍ନ ସ୍ଥାନରେ ବିଜୁଳି କାଟ ହେବ। ଜାଣନ୍ତୁ କେଉଁ ଅଞ୍ଚଳରେ କେତେ ସମୟ ବିଜୁଳି କାଟ କରାଯିବ। December 4, 2019 ନବନୀତା