ଦିଲ୍ଲୀ ନିର୍ବାଚନ: କଂଗ୍ରେସ ଜାରି କଲା ୫୪ ପ୍ରାର୍ଥୀଙ୍କ ନା, ଜାଣନ୍ତୁ କାହାକୁ କେଉଁଠି ମିଳିଲା ଆସନ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଆପ ଓ ବିଜେପି ପରେ ଏବେ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୫୪ ଜଣଙ୍କ ନାମ ଘୋଷଣା କରାଯାଇଛି। ଏପରିକି ଆପ ପାର୍ଟି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଆଦର୍ଶ ଶାସ୍ତ୍ରୀଙ୍କୁ ଟିକେଟ ମିଳିଛି। ସେହିପରି ଆପର ବାଗୀ ନେତା ଅଳକା ଲାମ୍ବାଙ୍କୁ ଚାନ୍ଦିନୀ ଚୌକ ଆସନରୁ ଟିକେଟ ମିଳିଛି। ବିସ୍ତୃତ ଭାବେ ଜାଣନ୍ତୁ କାହାକୁ କେଉଁ ଆସନରୁ ଟିକେଟ ମିଳିଛି।