ନବନୀତା ବ୍ୟୁରୋ। ଫୋବର୍ଶ ଇଣ୍ଡିଆର ଟପ୍ ୧୦୦ ସେଲିବ୍ରିଟି ତାଲିକା ଘୋଷଣା କରାଯାଇଛି। ଏଥର ବିରାଟ କୋହଲି ଅଭିନେତା ସଲମାନ୍ ଖାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଅକ୍ଷୟ କୁମାର ଗତ ବର୍ଷ ଠାରୁ ଗୋଟିଏ ପାଦ ଉପରକୁ ଆସିଛନ୍ତି। ଗତବର୍ଷ ତାଲିକାରେ ସଲମାନ ଖାନ୍ ପ୍ରଥମ, ବିରାଟ କୋହଲି ଦ୍ବିତୀୟ ଓ ଅକ୍ଷୟ କୁମାର ତୃତୀୟ ସ୍ଥାନରେ ଥିଲେ। ତେବେ ଏହି ତାଲିକା ଆନୁମାନିକ ଆୟ ଓ ପ୍ରିଣ୍ଟ ସୋସାଲ ମିଡ଼ିଆରେ ପ୍ରସିଦ୍ଧିକୁ ଆଧାର କରି ତିଆରି କରାଯାଉଛି।
ଟପ୍ ସେଲିବ୍ରିଟି ତାଲିକା
ବିରାଟ କୋହଲି ୨୫୨.୭୨ କୋଟି
ଅକ୍ଷୟ କୁମାର ୨୯୩.୨୫ କୋଟି
ସଲମାନ୍ ଖାନ୍ ୨୨୯.୨୫ କୋଟି
ଅମିତାଭ ବଚ୍ଚନ ୨୩୯.୨୫ କୋଟି
ମହେନ୍ଦ୍ର ସିଂହ ଧୋନି ୧୩୫.୯୩ କୋଟି
ଶାହରୁଖ୍ ଖାନ୍ ୧୨୪.୩୮ କୋଟି
ରଣବୀର ସିଂ ୧୧୮.୨ କୋଟି
ଆଲିୟା ଭଟ୍ଟ ୫୯.୨୧ କୋଟି
ସଚିନ୍ ତେନ୍ଦୁଲକର ୭୯.୯୬ କୋଟି
ଦୀପିକା ପଦୁକୋନ ୪୮ କୋଟି
ରୋହିତ ଶର୍ମା ୫୪.୨୯ କୋଟି
ଅଜୟ ଦେବଗନ୍ ୯୪ କୋଟି
ରଜନୀକାନ୍ତ ୧୦୦ କୋଟି
ପ୍ରିୟଙ୍କା ଚୋପ୍ରା ଜୋନସ ୨୩.୪ କୋଟି
ଅମିର ଖାନ୍ ୮୫ କୋଟି
ଏ. ଆର୍ ରହମାନ ୯୪.୮ କୋଟି
ପ୍ରିତମ ୯୭.୭୮ କୋଟି
ରିତିକ୍ ରୋସନ୍ ୫୮.୭୩ କୋଟି
ଅମିତ୍ ତ୍ରିବେଦି ୮୦.୭୩ କୋଟି
ବିଶାଲ ଶେଖର ୭୬.୮୪ କୋଟି

ଅନୁଷ୍କା ଶର୍ମା ୨୮.୬୭ କୋଟି
ଅଜୟ ଅତୁଲ୍ ୭୭.୯୧ କୋଟି
କେଟ୍ରିନା କୈଫ ୨୩.୬୩ କୋଟି
ଶଙ୍କର ଅହଶାନ୍ ଲାୟ ୭୬.୪୮ କୋଟି
ବରୁଣ ଧୱନ୍ ୩୩ କୋଟି
ଅର୍ଜିତ ସିଂ ୭୧.୯୫ କୋଟି
ମୋହନଲାଲ୍ ୬୪.୫ କୋଟି
ଶ୍ରଦ୍ଧା କପୁର ୮.୩୩ କୋଟି
ନେହା କକ୍କଡ ୨୫ କୋଟି
ରିଷଭ ପନ୍ତ ୨୯.୧୯ କୋଟି
ହାର୍ଦ୍ଦିକ ପାଣ୍ଡ୍ୟା ୨୪.୮୭ କୋଟି
ଜେକଲିନ୍ ଫର୍ନାଡିଜ ୯.୫ କୋଟି
ଯଶପ୍ରିତ୍ ବୁମରାହା ୨୩.୨୫ କୋଟି
କେ ଏଲ ରାହୁଲ ୨୩.୧୯ କୋଟି
ଶିଖର ଧୱନ୍ ୧୯.୧୧ କୋଟି
ସାହିଦ୍ କପୁର ୧୨.୭୫ କୋଟି
ଆୟୁଷ୍ମାନ ଖୁରାନା ୩୦.୫ କୋଟି
କୃତି ସେନନ୍ ୮.୦୯ କୋଟି
ଦିଲିଜଜ୍ ଦୋସାନଝା ୩୬.୯୧ କୋଟି
ଟାଇଗର ଶ୍ରଫ୍ ୧୮.୫ କୋଟି




